Welcome to our Sai Shakti Agency
Contact
Sai Shakti Agency ର Surya Thresher ଗୁଡ଼ିକ ହେଉଛି ଉଚ୍ଚ କ୍ଷମତା, ଦୃଢ ଗଠନ, କମ୍ maintenance ଓ ଗ୍ରେନ୍ ନଷ୍ଟ ହୋଇବାର ସମ୍ଭାବନା ଅତ୍ୟନ୍ତ କମ୍। ଧାନ, ଗହୁଁ, ମକା, ମିଲେଟ୍ସ ଓ ବହୁ ଫସଲ ପାଇଁ ଏହା ସର୍ବୋତ୍ତମ କୃଷି ମେସିନ୍।
Surya Thresher ଗୁଡ଼ିକ ଫାର୍ମର productivity କୁ 3X ବଢାଇ ଦେଇଥାଏ ଓ heavy-duty କାମକୁ ଅତ୍ୟନ୍ତ ସହଜ କରେ। ଧାନ ଠାରୁ ମକା, ମଲ୍ଟି-କ୍ରପ୍ ଠାରୁ ମିଲେଟ୍ସ—ସବୁ ପାଇଁ ଆଲଗା ମଡେଲ୍ ଉପଲବ୍ଧ ଅଛି। ସହିତେ Chaff Cutter ଓ Concrete Mixers ମଧ୍ୟ ପାଇବେ।
କୃଷକଙ୍କ ସମୟ, ଶକ୍ତି ଓ ଖର୍ଚ୍ଚ—ତିନୋଟିକୁ ସୁରକ୍ଷିତ ରଖି ଅଧିକ କ୍ଷମତାରେ କାମ କରେ।
• ଶୀଘ୍ର ଗହୁଁ ବିଚଳନ
• କମ୍ breakage
• High output & strong body
• Smooth kernel separation
• Heavy-duty design
• Suitable for large farms
• Low grain damage
• High efficiency
• Built for paddy fields
• Wheat, Maize, Pulses & Oil seeds
• Multi-purpose drum
• All-season farming model
• Bajra, Ragi, Jowar suitable
• Very low grain breakage
• Durable & long-lasting
• Green & dry fodder cutting
• Dairy farms ପାଇଁ best
• Low power consumption
• Cement mixing ପାଇଁ perfect
• Heavy-duty drum
• Strong & long life design